ଭବାନୀପାଟଣାରେ ଆରମ୍ଭ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବା
ଭବାନୀପାଟଣା: ବିଳମ୍ବରେ ହେଉ ପଛେ ପ୍ରାଣୀଙ୍କ ଚିକିତ୍ସା ବାବଦରେ ସରକାରଙ୍କ ଆଭିମୁଖ୍ୟ ବଦଳିବାରେ ଲାଗିଛି । ଏହି ଧାରାରେ ଆଜି ଭବାନୀପାଟଣାରେ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଏକ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବାର ଉଦ୍ଘାଟନ କରାଯାଇଛି ।
କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ଜୀବେ…