ପୀଡ଼ିତା ଏବେ ଜୀବିତ ନା ମୃତ?
ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’
ଗଲା ବର୍ଷ ୮ ଅକ୍ଟୋବରରେ ବଲାଙ୍ଗୀରର ଉଚ୍ଚଶିକ୍ଷିତା ଝିଅ ତଥା ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ହେଇଯାଇଥିଲେ ବୋଲି ଗଣମାଧ୍ୟମରେ ଖବର ପ୍ରସାରିତ ହେଲା ପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ପରେ ପରେ ଯେତେବେଳେ ଅକ୍ଟୋବର…