ଭିଡିଓ ଜର୍ଣ୍ଣାଲିଷ୍ଟ ସୁକାନ୍ତ ପାଣିଗ୍ରାହୀଙ୍କ ପରଲୋକ
ବ୍ରହ୍ମପୁର : ଓଡିଶା ମିଡିଆରେ କାମ କରୁଥିବା ଭିଡିଓ ଜର୍ଣ୍ଣାଲିଷ୍ଟ ସୁକାନ୍ତ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା ।
ଗତ କିଛି ବର୍ଷ ହେବ ସେ ଜିହ୍ୱା କ୍ୟାନସରରେ ପୀଡିତ ହୋଇଥିଲେ । ଚିକିତ୍ସା ପରେ ଭଲ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପୁଣି…