Latest Odisha News

BREAKING NEWS

Browsing Tag

Vidrohi

ଷ୍ଟାର ପ୍ଲସରେ ଆଜିଠୁ ଆରମ୍ଭ ଧାରାବାହିକ ‘ବିଦ୍ରୋହୀ’

ଭୁବନେଶ୍ୱର : ଆଜିଠୁ ଷ୍ଟାର ପ୍ଲସରେ ଆରମ୍ଭ ହେଉଛି ଧାରାବାହିକ ‘ବିଦ୍ରୋହୀ’ । ଦେଶ ଦେଖିବ ପାଇକ ବିଦ୍ରୋହର କାହାଣୀ । ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଆ ପୁଅ ବକ୍ସି ଜଗବନ୍ଧୁଙ୍କ କାହାଣୀକୁ ନେଇ ଏହି ଧାରବାହିକ ଆରମ୍ଭ ହେବାକୁ ଯାଉଛି ।  ଧାରାବାହିକ ସୋମବାରରୁ ଶନିବାର ପ୍ରସାରିତ ହେବ ।…