ପ୍ରଶାସନକୁ ସ୍ବାଗତ କଲେ ଢ଼ିଙ୍କିଆ ଗ୍ରାମବାସୀ, ଗାଁରେ ଶାନ୍ତି ସ୍ଥାପନ ପାଇଁ ଜିଲ୍ଲା ପ୍ରଶାସନର ନିବେଦନ
ପାରାଦୀପ: ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ଗାଁରେ ଆଜି ଏକ ଭିନ୍ନ ବାତାବରଣ ସୃଷ୍ଟି ହୋଇଛି। ଯେଉଁ ଗାଁ’ରେ ଜିଲ୍ଲା ପ୍ରଶାସନକୁ ବିରୋଧ କରାଯାଉଥିଲା ଆଜି ସେହି ଗାଁର ଲୋକମାନେ ଜିଲ୍ଲାପାଳ ପାରୁଲ ପଟୱାରୀ,ଏସପି ଅଖିଳେଶ୍ବର ସିଂ କୁ ଫୁଲତୋଡ଼ା ଦେଇ ସ୍ବାଗତ…