ଲକ୍ଡାଉନ୍ ରେସିପି: ବିଶାଖପାଟଣାରୁ ସୁଧାଶ୍ରୀ ନାୟକଙ୍କ ବାର୍ଡ ନେଷ୍ଟ କଟ୍ଲେଟ୍
ଭୁବନେଶ୍ୱର : www.odishabytes.com ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ…