ଇରାନ ଛାଡ଼ିଲା “ଖାମେନେଇ”ଙ୍କ ଭିଡ଼ିଓ
ତେହେରାନ: ସ୍ୱାସ୍ଥ୍ୟବସ୍ଥା ଗୁଜବ ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ନୂଆ ଭିଡିଓ ଜାରି କରିଛି ଇରାନ। ଦେଶର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଇସ୍ରାଏଲ ଗଣମାଧ୍ୟମ ଦାବି କରିଥିଲା ଯେ ମୋଜତାବାଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ସଙ୍କଟାପନ୍ନ…