୧୦ ବର୍ଷ ବୟସରେ ମା’ଙ୍କୁ ହରାଇଲେ, ବର୍ଷକ ପରେ ପିତାଙ୍କୁ:ଏବେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତି ରଚିଲେ ଇତିହାସ
ଜାପାନ: ଭାରତର ଯୁବ ରେସଲର ଅମନ ସେହରାୱତ ଏସିଆନ୍ ଗେମ୍ସ ୨୦୨୬ରେ ୫୭ କିଲୋଗ୍ରାମ ଫ୍ରି-ଷ୍ଟାଇଲ କୁସ୍ତି ବିଭାଗରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ଫାଇନାଲ ମ୍ୟାଚରେ ଉତ୍ତର କୋରିଆର ବିଶ୍ୱ ଚାମ୍ପିୟନ ହାନ ଚୋଙ୍ଗ ସଙ୍ଗଙ୍କୁ ପରାସ୍ତ କରି ସେ ଏହି ଐତିହାସିକ ସଫଳତା ହାସଲ…