ମିଛ ଖବର ଓ ବଟି ମାଗିବା ଅଭିଯୋଗରେ ବନ୍ଧାହେଲେ ୨ ୱେବ୍ ସାମ୍ବାଦିକ
ଭୁବନେଶ୍ୱର: ରାଜଧାନୀରେ ପୋଲିସ ୨ ଜଣ ୱେବ୍ ସାମ୍ବାଦିକଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ୨ ସାମ୍ବାଦିକ ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଗେଷ୍ଟ ହାଉସକୁ ବ୍ଲାକମେଲିଂ କରିବା ସହ ଚାନ୍ଦା ମାଗିଥିଲେ । ହୋଟେଲ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି ।
ସୂଚନା…