Latest Odisha News
Browsing Tag

west bengal panchayat election

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନୀ ହିଂସା, ବଙ୍ଗଳା ଛାଡି ଆସାମରେ ଆଶ୍ରୟ ନେଲେ ୧୩୩ ଲୋକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପଶ୍ଚିମବଙ୍ଗରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଗଣନା ଜାରି ରହିଛି। ପଞ୍ଚାୟତ ନିର୍ବାଚନ ବେଳେ ହୋଇଥିବା ହିଂସାକାଣ୍ଡରେ ଭୟଭୀତ ହୋଇ ଅନେକ ଲୋକେ ନିଜ ରାଜ୍ୟ ଛାଡି ବାହାର ରାଜ୍ୟରେ ଆଶ୍ରୟ ନେଇଛନ୍ତି। ନିଜର ସୁରକ୍ଷା କଥା ଚିନ୍ତା କରି ବଙ୍ଗଳାର ପ୍ରାୟ…