ଲଞ୍ଚ୍ ହେବାକୁ ଯାଉଛି ହ୍ୱାଟସ୍ ଆପ୍ର ନୂତନ ମଲ୍ଟି ଆକାଉଣ୍ଟ୍ ଫିଚର
ଓଡ଼ିଶା ସମ୍ବାଦ ବ୍ୟୁରୋ: ଲଞ୍ଚ ହେବାକୁ ଯାଉଛି ହ୍ୱାଟସ୍ ଆପ୍ର ଆଉ ଏକ ଫିଚର। ଏଣିକି ୟୁଜର୍ସ ପ୍ରତ୍ୟେକ ମଲ୍ଟିପୁଲ ଡିଭାଇସରେ ଏକାସହ ଖୋଲିପାରିବେ ନିଜ ଆକାଉଣ୍ଚ। ଯାହା ଦ୍ୱାରା ଆପଣଙ୍କର ବହୁତ ଲାଭ ହେବ। ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ୍ ଆପ୍ ଆଣ୍ଡ୍ରଏଡ୍, ଆଇଓଏସ୍, ୱିଣ୍ଡୋଜ୍ ଏବଂ…