Latest Odisha News
Browsing Tag

White Owl

ବାଲେଶ୍ବରରୁ ବିରଳ ଧଳା ପେଚା ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ନୀଳଗିରି ଠାରେ ଗୁରୁବାର ଦିନ ଏକ ବିରଳ ଧଳା ପେଚା ଉଦ୍ଧାର କରାଯାଇଛି। ସୂଚନାନୁସାରେ, ନୀଳଗିରି ବାଇପାସ୍ ରାସ୍ତା ନିକଟ ପଞ୍ଚମୁଖୀ ହନୁମାନ ମନ୍ଦିରରେ ସ୍ଥାନୀୟ ଲୋକ ଏକ ଆହତ ପେଚାକୁ ପାଇଥିଲେ। ପରେ ସେମାନେ ଏହି ପେଚାକୁ ବନ ବିଭାଗକୁ ହସ୍ତାନ୍ତର କରିଥିଲେ।…