ସ୍କୁଲ ଖୋଲିବାକୁ ନେଇ ଗାଇଡଲାଇନ୍ ଜାରି କଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ
ନୂଆଦିଲ୍ଲୀ : ମହାମାରୀ କରୋନା ସ୍ଥିତିରେ ଆସୁଛି ସାମାନ୍ୟ ସୁଧାର । କରୋନା ମହାମାରୀ ସମୟରେ ପିଠପଢ଼ା ବାଧାପ୍ରାପ୍ତ ହୋଇଥିବା ବେଳେ, ଏବେ କିଛି ରାଜ୍ୟରେ ଖୋଲିଲାଣି ସ୍କୁଲ । ଏହାସହ ଆଉ କିଛି ରାଜ୍ୟ ସ୍କୁଲ ଖୋଲିବା ଲାଗି ଚିନ୍ତା କରୁଛନ୍ତି । ଏଭଳି ସ୍ଥିତିରେ ଗାଇଡଲାଇନ ଜାରି କରିଛନ୍ତି…