ଜେଜେ ଓ ନାତିଙ୍କ ବହୁରୂପୀ ଏଣ୍ଡୁଅ ଚୋରାଚାଲାଣ
ଭୁବନେଶ୍ୱର: ବହୁରୂପୀ ଏଣ୍ଡୁଅର ରାକେଟ୍ ଚଳାଇଥିଲେ ଜେଜେ ଓ ନାତି । ଚୋରାଚାଲାଣ ବେଳେ ମାଡି ବସିଲା ବନ ବିଭାଗ। ଭୁବନେଶ୍ୱରରେ ଏହି ରାକେଟ୍ ଠାବ ହୋଇଥିବା ବେଳେ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଦୁଇ ଗିରଫ ଅଭିଯୁକ୍ତ ସମ୍ପର୍କରେ ଜେଜେ ଓ ନାତି ବୋଲି ଜଣାପଡ଼ିଛି।
ଜଗତସିଂହପୁର ଜିଲ୍ଲା…