କିଟରେ ହକି ବିଶ୍ୱକପ୍ ଟ୍ରଫି, ଅଲିମ୍ପିଆନଙ୍କ ସମେତ ୧୫ ହଜାର କ୍ରୀଡ଼ାବିତଙ୍କ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା
ଭୁବନେଶ୍ୱର: ପୁରୁଷ ବିଶ୍ୱକପ୍ ହକି ଟ୍ରଫି ଆଜି ଓଡ଼ିଶାରେ ପହଞ୍ଚିବା ପରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ଶେଷରେ କିଟ୍ ପରିସରରେ ପହଞ୍ଚିଥିଲା । କିଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ୨ରୁ କିଟ୍ ଓ କିସ୍ର ଛାତ୍ରଛାତ୍ରୀ ତଥା କର୍ମଚାରୀମାନେ ଟ୍ରଫିକୁ କିଟ୍…