ଭାରତର ଏହି ଚାରୋଟି ସ୍ଥାନକୁ ମିଳିଲା ବିଶ୍ୱ ଐତିହ୍ୟ ଜଳସେଚନ ସଂରଚନାର ଟ୍ୟାଗ୍
ନୂଆଦିଲ୍ଲୀ: ଭାରତର ଚାରୋଟି ସ୍ଥାନ ଚଳିତ ବର୍ଷ ବିଶ୍ୱ ଐତିହ୍ୟ ଜଳସେଚନ ଭିତ୍ତିଭୂମି (WHIS) ସମ୍ମାନ ପାଇଛି। ଏଥିମଧ୍ୟରେ ଆନ୍ଧ୍ରପ୍ରଦେଶରେ ତିନୋଟି ଏବଂ ମହାରାଷ୍ଟ୍ରରେ ଗୋଟିଏ ସ୍ଥାନ ଅନ୍ତର୍ଭୁକ୍ତ। ଏଥି ସହିତ, ୨୦୧୮ ମସିହାରେ, ତେଲେଙ୍ଗାନାର ଦୁଇଟି ସ୍ଥାନ WHIS ରେ ମନୋନୀତ ହୋଇଛି।…