Latest Odisha News
Browsing Tag

world toilet day

ଆରଏମସି ପକ୍ଷରୁ ପରିମଳ ବ୍ୟବସ୍ଥାର ସୁପରିଚାଳନା ନେଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସହ ଏମ୍.ଓ.ୟୁ ସ୍ୱାକ୍ଷର

ରାଉରକେଲା: ରାଉରକେଲା ମହାନଗର ନିଗମ ପକ୍ଷରୁ ଆଜି ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ନିଗମ କାର୍ଯ୍ୟାଳୟରେ ଆୟୋଜିତ ଏକ ନିରାଡାମ୍ବର କାର୍ଯ୍ୟକ୍ରମରେ ଯୋଗଦେଇ କମିଶନର ଦିବ୍ୟଜ୍ୟୋତି ପରିଡ଼ା ସାଧାରଣ ଜୀବନରେ ଶୌଚାଳୟ ବ୍ୟବହାରର ଗୁରୁତ୍ୱ ଏବଂ ସ୍ୱାସ୍ଥ୍ୟ ତଥା…