ବିଶ୍ୱ ସହର ଦିବସରେ ଓଡ଼ିଶାର ଆଭିମୁଖ୍ୟ
ପୀୟୂଷ ରଞ୍ଜନ ରାଉତଙ୍କ ଆଲେଖ୍ୟ
ଆମେ ବର୍ତ୍ତମାନ ଏକ ସହରୀ ସଭ୍ୟତାରେ ବସବାସ କରୁଛେ ; ଯାହାକୁ ସହର ଶତାବ୍ଦୀ ବୋଲି କହିବାରେ କିଛି ଆସିବିଧା ହବନି ଏବଂ ମିଳିତ ଜାତିସଂଘର ଭବିଷ୍ୟତ ଚିନ୍ତାଧାରା ଅନୁସାରେ ୨୦୩୦ ସୁଦ୍ଧା ସମଗ୍ର ବିଶ୍ୱରେ ୭୦% ଲୋକ ସହରରେ ବସବାସ କରିବେ । ସହରୀକରଣର…