ବିଶ୍ୱ ଜନସଂଖ୍ୟା ଦିବସ: ସହରାଭିମୁଖୀ ଆମ ଜନସଂଖ୍ୟା, ଏକ ଦୃଷ୍ଟିପାତ
ଦ. ପିୟୁଷ ରଞ୍ଜନ ରାଉତଙ୍କ ଆଲେଖ୍ୟ
ବିଶ୍ୱର ଜନସଂଖ୍ୟା ବୃଦ୍ଧି ଇତିହାସରେ ଗତ ୫୦ ବର୍ଷ ଥିଲା ଦ୍ରୁତତମ। ୧୯୭୫ ମସିହାରେ ବିଶ୍ୱ ଜନସଂଖ୍ୟା ଥିଲା ୪ ବିଲିୟନ। ଯାହା ୨୦୨୨ ମସିହାରେ ଦ୍ୱିଗୁଣିତ ହୋଇ ୮ ବିଲିୟନକୁ ବୃଦ୍ଧି ପାଇଛି। ଆଜି ବିଶ୍ୱରେ ବସବାସ କରୁଥିବା ୮ ବିଲିଅନ ଲୋକଙ୍କ ମଧ୍ୟରୁ…