ଆଜି ୱାର୍ଲଡ ସେରିବ୍ରାଲ୍ ପାଲ୍ସି ଡେ
୨୦୧୨ରେ ଅଷ୍ଟ୍ରେଲିଆର ‘ସେରିବ୍ରାଲ୍ ପାଲ୍ସି ଆଲିଆନ୍ସ’ ଓ ଆମେରିକାର ‘ୟୁନାଇଟେଡ୍ ସେରିବ୍ରାଲ୍’ ପାଲ୍ସି ଅନୁଷ୍ଠାନ ପକ୍ଷରୁ ପ୍ରଥମେ ଏହା ପାଳିତ ହୋଇଥିଲା।
ସଂପ୍ରତି ଭାରତ ସମେତ ବିଶ୍ବର ୬୨ଟି ଦେଶରେ ଏହା ପାଳନ କରାଯାଉଛି। ସାରା ବିଶ୍ବରେ ଏହି ବ୍ୟାଧି ପୀଡ଼ିତଙ୍କ ସଂଖ୍ୟା ୧.୭…