Latest Odisha News

BREAKING NEWS

ଆଜି ୱାର୍ଲଡ ସେରିବ୍ରାଲ୍‌ ପାଲ୍‌ସି ଡେ

୨୦୧୨ରେ ଅଷ୍ଟ୍ରେଲିଆର ‘ସେରିବ୍ରାଲ୍‌ ପାଲ୍‌ସି ଆଲିଆନ୍‌ସ’ ଓ ଆମେରିକାର ‘ୟୁନାଇଟେଡ୍‌ ସେରିବ୍ରାଲ୍‌’ ପାଲ୍‌ସି ଅନୁଷ୍ଠାନ ପକ୍ଷରୁ ପ୍ରଥମେ ଏହା ପାଳିତ ହୋଇଥିଲା।

ସଂପ୍ରତି ଭାରତ ସମେତ ବିଶ୍ବର ୬୨ଟି ଦେଶରେ ଏହା ପାଳନ କରାଯାଉଛି। ସାରା ବିଶ୍ବରେ ଏହି ବ୍ୟାଧି ପୀଡ଼ିତଙ୍କ ସଂଖ୍ୟା ୧.୭ କୋଟିରୁ ଅଧିକ। ଏହାକୁ ଏକ ପ୍ରକାରର ପକ୍ଷଘାତ କୁହାଯାଇପାରେ।

ପୀଡ଼ିତ ଠିକ୍ ଭାବେ ଚଳପ୍ରଚଳ କରିପାରେ ନାହିଁ। ଏହାର କାରଣ ଏବେ ଯାଏ ଅଜଣା। ଏ ବାବଦରେ ସଚେତନ ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ।

Leave A Reply

Your email address will not be published.