ଜିଓମି ଟିଭିରେ ଉପଲବ୍ଧ ହେବ ‘ଜିଓ ସିନେମା’ ଆପ
ଭୁବନେଶ୍ୱର: ଜିଓମିର ଏମ୍. ଆଇ ସ୍ମାର୍ଟ ଟିଭିରେ ଲୋକପ୍ରିୟ 'ଜିଓ ସିନେମା ଭିଡିଓ ଷ୍ଟ୍ରିମିଙ୍ଗ' ସେବା ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଥିବା କମ୍ପାନୀ ଟ୍ୱିଟରରେ ଘୋଷଣା କରିଛି ।
ଜିଓ ସିନେମାରେ ଟେଲିଭିଜିଅନ ଶୋ', ସ୍ପୋର୍ଟସ ଟେଲିକାଷ୍ଟ, ସିନେମା, ଡକ୍ୟୁମେଣ୍ଟଟାରି, ଟେଲର ଏବଂ…