ଯୋଗ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା: କରୋନା କାଳରେ ଆଶାର କିରଣ ଆଣିଛି ଯୋଗ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ସୁସ୍ଥ ରହିବା ପାଇଁ ଯୋଗ ଜରୁରୀ । ମହାମାରୀ ବିରୋଧରେ ଲଢ଼େଇରେ ଯୋଗ ଆଶାର କିରଣ ଆଣିଛି । ଯୋଗ ଆମ ପାଇଁ ସୁରକ୍ଷାକବଚ ଭଳି କାମ କରୁଛି । ଲୋକଙ୍କ ଭିତରେ…