ୟଙ୍ଗ ଇଣ୍ଡିଆନ୍ ଅଫିସ୍ ସିଲ୍ ପରେ ରାହୁଲ ଗାନ୍ଧୀଙ୍କ ବୟାନ ‘ମୋଦିଙ୍କୁ ଡରୁନି’
ନୂଆଦିଲ୍ଲୀ: ୟଙ୍ଗ ଇଣ୍ଡିଆନ୍ ଅଫିସକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସିଲ୍ କରିବା ପରେ ମୁହଁ ଖୋଲିଛନ୍ତି ରାହୁଲ ଗାନ୍ଧୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧୀ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୟ କରୁ ନାହାନ୍ତି । ଦେଶର ହିତ ପାଇଁ ସେ କାମ କରି ଚାଲିବେ ବୋଲି…