ଦ୍ଵିତୀୟ ବିବାହ ବାର୍ଷିକୀରେ ଏମିତି କହିଲେ ପ୍ରିନ୍ସ ନରୁଲା!!
ମୁମ୍ବାଇ: ଅଭିନେତା ତଥା ବିଗ୍ ବସ୍ ୯ ବିଜେତା ପ୍ରିନ୍ସ ନରୁଲା ତାଙ୍କ ପତ୍ନୀ ଅଭିନେତ୍ରୀ ୟୁଭିକା ଚୌଧୁରୀଙ୍କୁ ସେମାନଙ୍କର ଦ୍ୱିତୀୟ ବିବାହ ବାର୍ଷିକୀରେ ପ୍ରେମଭରା ଚିଠି ଏବଂ ଚିତ୍ର ଶୁଭେଚ୍ଛା ଜଣାଇଛନ୍ତି ।
ସେ କହିଛନ୍ତି ଯେ ସେ ତାଙ୍କ ସହିତ ସାରା ଜୀବନ ଏହିପରି ବିତାଇବାକୁ…