ଆରପାରିରେ ଅଭିନେତ୍ରୀ ଜରିନା ରୋଶନ୍
ନୂଆଦିଲ୍ଲୀ: ଜି ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘କୁମ୍କୁମ୍ ଭାଗ୍ୟ’ର ପ୍ରସିଦ୍ଧ ଚରିତ୍ର 'ଇନ୍ଦୁ ଦାଦି' ତଥା ଜରିନା ରୋଶନ ଖାନ୍ଙ୍କ ୫୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କର ହୃଦ୍ଘାତ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଜରିନାଙ୍କ ବିୟୋଗରେ ତାଙ୍କ ସହ-ତାରକା…