Latest Odisha News

BREAKING NEWS

ସାମ୍‌ନାକୁ ଆସିଲା ଫିଲ୍ମ ‘ଲୁପ୍‌ ଲପେଟା’ର‌େ ତାହିର୍‌ଙ୍କ ପ୍ରଥମ ଝଲକ

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ‘ଲୁପ୍‌ ଲପେଟା’ର ନିର୍ମାତା ମଙ୍ଗଳବାର ତାହିର ରାଜ ଭାସିନଙ୍କ ପ୍ରଥମ ଝଲକୁ ଆଣିଛନ୍ତି। ତାହିର ଏଥିରେ ସତ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଯେଉଁଥିରେ ମୁଖ୍ୟ ଭୂମିକାରେ ତାପସୀ ପନ୍ନୁ ଅବତୀର୍ଣ୍ଣ ହୋଇଛନ୍ତି।

ତାପସୀ ପନ୍ନୁ ଏବଂ ତାହିର ରାଜ ଭାସିନଙ୍କ ଅଭିନୀତ ଲୁପ୍ ଲପେଟା ହେଉଛି ଜର୍ମାନ ଚଳଚ୍ଚିତ୍ର ରନ୍ ଲୋଲା ରନ୍ ର ହିନ୍ଦୀ ରିମେକ୍।

“ସତ୍ୟଙ୍କ ସର୍ଟକଟ୍ ସବୁବେଳେ ସତ୍ୟାନାଶ ଆଡକୁ ଗତି କରିଥାଏ।! ତାପସୀ ଟ୍ୱିଟ୍ କରି କହିଛନ୍ତି ଯେ ତାହିର ରାଜ ଭାସିନଙ୍କୁ ସତ୍ୟ, ଅଳସୁଆ, ପ୍ରେମୀ “ଜୋଲର” ଭାବରେ ଉପସ୍ଥାପନ କରିଛନ୍ତି।

Leave A Reply

Your email address will not be published.