ମୁମ୍ବାଇ: କମେଡିରୁ ଆକ୍ସନ ମୋଡକୁ ଆସିଲେ ବଲିଉଡ ଅଭିନେତା ପୁଲକିତ ସମ୍ରାଟ । ରିଲିଜ ହୋଇଛି ତାଙ୍କର ଅପକମିଂ ଫିଲ୍ମ ‘ତେସ’ର ଟିଜର, ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ମଧ୍ୟ ହୋଇଛି ।
ଏହା ଏକ ସସପେନ୍ସ ଡ୍ରାମା ଫିଲ୍ମ । ଏଥିରେ ଲିଡ୍ ରୋଲରେ ପୁଲକିତ ଥିବା ବେଳେ ତାଙ୍କ ଅପଜିଟରେ ଅଛନ୍ତି କ୍ରିତି ଖରବନ୍ଦା । ଅନ୍ୟ ପ୍ରମୁଖ ଭୂମିକାରେ ଜିମ ସର୍ଭ, ସଂଜିଦା ଶେଖ, ହର୍ଷବର୍ଦ୍ଧନ । ବିଜୟ ନାମ୍ବିଆରଙ୍କ ନିଦେ୍ର୍ଧଶନାରେ ଏହି ଫିଲ୍ମ ତିଆରି ହୋଇଛି । ଏହି ଫିଲ୍ମଟିକୁ ଫିଲ୍ମ ଏବଂ ୱେବ୍ ସିରିଜ ଦୁଇଟି ଫର୍ମରେ ରିଲିଜ କରାଯିବ । ତେବେ ଫିଲ୍ମଟି କେବେ ରିଲିଜ ହେବ ସେନେଇ କୌଣସି ସୂଚନା ମିଳିନାହିଁ ।
BREAKING NEWS
- Physical Education: ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା
- Brain behind Iran’s ‘Mosaic Defence’: କେମିତି ଇସ୍ରାଏଲ-ଆମେରିକା ଆଗରେ ଏପର୍ଯ୍ୟନ୍ତ ଦୃଢ଼ ଭାବେ ଛିଡ଼ା ହୋଇଛି ଇରାନ? ପଛରେ ଅଛି ଏହି ବ୍ୟକ୍ତିଙ୍କ ମାଷ୍ଟରମାଇଣ୍ଡ…
- ରାଜ୍ୟରେ ସ୍ଥାପନ ହେବ ୫୧୮୨ ମୋବାଇଲ୍ ଟାୱାର, ଉପକୃତ ହେବ ଏତିକି ଗାଁ..
- କୋହଲି, ରୋହିତଙ୍କ ପାଇଁ ବାୟା ହେଉଛନ୍ତି ବିଦେଶୀ ବୋର୍ଡ
- Is Neena Gupta Pregnant?: ୬୬ ବର୍ଷ ବୟସରେ କ’ଣ ସତରେ ମା’ ହେବାକୁ ଯାଉଛନ୍ତି ନୀନା ଗୁପ୍ତା? ଏମିତି କହିଦେଲେ… ଫ୍ୟାନ୍ସ ବି ଆଚମ୍ବିତ!
- Loot: ବନ୍ଧୁକ ଦେଖାଇ ମାରପିଟ୍ କରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ଠାରୁ ଲୁଟ୍
- ଶୁବଶୀଘ୍ର ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ମହିଳା…
- ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ASI
- LPG cylinder shortage: ଏଲପିଜି ନିଅଣ୍ଟ ନେଇ କଂଗ୍ରେସର ପ୍ରତିବାଦ, ବିଜେପି ମୁଖ୍ୟାଳୟକୁ ନେଇଗଲା ମାଟି ଚୁଲି
- ବେଆଇନ ବାଲି ଚୋରାଚାଲାଣ ଉପରେ ଲାଗିବ ଅଙ୍କୁଶ, ବାଲିଘାଟ ଜଗିବେ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ
Comments are closed.