Latest Odisha News

BREAKING NEWS

ଲକଡାଉନ ପରେ ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ବିମାନ ବନ୍ଦର

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ପରେ ଯେକୌଣସି ମୁହୂର୍ତ୍ତ ଖୋଲିପାରେ ବିମାନ ବନ୍ଦର । ଏନେଇ ପ୍ରସ୍ତୁତ ରହିବାକୁ ଭୁବନେଶ୍ୱର ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଛି ।

ନିର୍ଦ୍ଦେଶ ଆସିବା ପରେ ବିମାନ ବନ୍ଦରରେ ନିର୍ଦ୍ଦେଶକ ବିଭି ରାଓଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ ବିଭି ରାଓ କହିଛନ୍ତି, ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ଯେବେ ଆମକୁ ନିର୍ଦ୍ଦେଶ ଆସିବ କାମ ଆରମ୍ଭ କରିବୁ ବୋଲିି ସେ କହିଛନ୍ତି ।

Leave A Reply

Your email address will not be published.