ନୂଆଦିଲ୍ଲୀ: ଦିଲ୍ଲୀ ଓ ମୁମ୍ବାଇରେ ଥିବା ବିବିସି କାର୍ଯ୍ୟାଳୟ ଉପରେ ଆୟକର ଚଢଉର ଏକ ସପ୍ତାହ ବିତିଗଲାଣି । ବିବିସିକୁ ନେଇ ଇତି ମଧ୍ୟରେ ଆସିଛି ରୋଚକ ତଥ୍ୟ । ଗତକାଲି ବ୍ରିଟିଶ ପାର୍ଲାମେଣ୍ଟରେ ଅନୁଷ୍ଠିତ ଏକ ବିତର୍କରେ ସାଂସଦମାନେ ବିବିସିକୁ ସମର୍ଥନ କରିଛନ୍ତି । ଏହି ଘଟଣା ନେଇ ଭାରତ ସରକାରଙ୍କ ପାଖେ ଇଂଲଣ୍ଡ ଉଦବେଗ ପ୍ରକାଶ କରିଛି । ବିତର୍କରେ ସାଂସଦମାନେ ବ୍ରିଟେନର ପ୍ରେସ ସ୍:ାଧୀନତାକୁ ନେଇ ଗର୍ବିତ ବୋଲି କୁହାଯାଇଥିଲା ।
ଟୋରି ଏମପି ଡେଭିଡ ରଟଲି କହିଛନ୍ତି, ଆମେ ବିବିସିକୁ ପୂର୍ଣ୍ଣ ସମର୍ଥନ କରୁଛୁ । ବିିବିସି ସପକ୍ଷରେ ମଧ୍ୟ ରହିଛୁ । ଆମେ ବିବିସିକୁ ଆର୍ଥିକ ସହାୟତା ମଧ୍ୟ ଯୋଗାଉଛୁ ।ଆମେ ଭାବୁଛୁ ବିବିସି :ାର୍ଲଡ ସର୍ଭିସ ମଧ୍୍ର ସମାନ ଭାବେ ଗୁରୁତ୰ପୂର୍ଣ୍ଣ । ବିବିସି ତାର ସମ୍ପଦକୀ
ସ୍:ାଧୀନତା ବଜାୟ ରଖିଥାଏ ଏବଂ ରଖୁ । କାରଣ ତାହା ଗୁରୁତ୍:ପୂର୍ଣ୍ଣ ଏ ବିଷୟରେ ଆମେ ।ରତ ସମେତ ବିଶ୍:ର ସବୁବନ୍ଧୁ ରାଷ୍ଟ୍ରମାନଙ୍କୁ ଅବଗତ କରାଉଛୁ ।
ଅନ୍ୟଜଣେ ସାଂସଦ ୟୁଡିପି ଦଳର ଜିମ ସାନନ କହିଥିଲେ, ଭାରତରେ ହୋଇଥିବା ଆୟକର ଚଢଉ ଉଦ୍ଦେଶ୍ୟ ପ୍ରଣୋଦିତ । ସେମାନେ ମୋଦି ବିରୋଧୀ ଡକ୍ୟୁମେଣଟାରୀକୁ ନେଇ ବ୍ରିଟିଶ ଗଣମାଧ୍ୟମକୁ ଭୟଭୀତ କରିବାକୁ ଚାହାଁନ୍ତି ।
ଅନ୍ୟଜଣେ ସାଂସଦ ଫାବିୟାନ ହାମିଲଟନ କହିଥିଲେ, ବିବିସି କର୍ମଚାରୀ ରାତିସାରା କାର୍ଯ୍ୟାଳୟରେ ଅଟକ ରହିବା ଏବଂ ସେମାନଙ୍କୁ ଜେରା କରାଯିବା ଅତ୍ୟନ୍ତ ଚିନ୍ତାଜନକ । ସାସଂଦମାନେ କହିଥିଲେ, ଯେ କୌଣସି ଗଣତନ୍ତ୍ର ଦେଶରେ ବିନା ଭୟ ଓ ସଙ୍କୋଚରେ ରାଜନେତାଙ୍କୁ ସମାଲୋଚନା କରିବାର ଅଧିକାର ଓ କ୍ଷମତା ଗଣମାଧ୍ୟମରେ ରହିବା ଉଚିତ ।
BREAKING NEWS
- Illegal Bangladeshi: ବିଳମ୍ବିତ ରାତିରେ ବାଂଲାଦେଶୀ ସନ୍ଦେହରେ ପୋଲିସର ଚଢ଼ାଉ;୨୧ ସନ୍ଦିଗ୍ଧ ଅଟକ
- ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ
- ଭାରତର ଏହି ଗାଁରେ ସାପଙ୍କ ସହ ଖେଳନ୍ତି ଛୋଟ ପିଲା, ସବୁ ଘରେ ଥାଏ କୋବ୍ରା
- ଭୁଲ ମାଗିଲେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଶୁଭଙ୍କର, କହିଲେ ପୁରୀ ହେଉଛି ମୋର….
- ପ୍ରଥମ ଥର ଆସିଲା ତିନି ଥର ମୋଡ଼ି ହେଉଥିବା ଫୋନ୍, ଦୁଇଟି ସେଲ୍ଫି କ୍ୟାମେରା ସହ ଦୁଇଟି ଡିସ୍ପ୍ଲେ
- ରାଜ୍ୟରେ ପ୍ରଶାସନିକ ଏବଂ ଶାସନ ସଂସ୍କାର କମିଟି ଗଠିତ; ନଜର ରଖିବେ ୫…
- କେଉଁ T20 ଲିଗ୍ ମ୍ୟାଚ୍ରେ ଖେଳାଳିଙ୍କୁ ମିଳିଥାଏ ଅଧିକ ଟଙ୍କା, କେତେ ନମ୍ୱରରେ ଆସିଥାଏ IPL ?
- ଅଚ୍ୟୁତ ସାମନ୍ତଙ୍କ ପୁସ୍ତକ ‘ମୋ ମା ମୋ ପ୍ରେରଣା’ ଉନ୍ମୋଚିତ
- ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ…
- Escape System: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ
Comments are closed.