ନୂଆଦିଲ୍ଲୀ: ଦିଲ୍ଲୀ ଓ ମୁମ୍ବାଇରେ ଥିବା ବିବିସି କାର୍ଯ୍ୟାଳୟ ଉପରେ ଆୟକର ଚଢଉର ଏକ ସପ୍ତାହ ବିତିଗଲାଣି । ବିବିସିକୁ ନେଇ ଇତି ମଧ୍ୟରେ ଆସିଛି ରୋଚକ ତଥ୍ୟ । ଗତକାଲି ବ୍ରିଟିଶ ପାର୍ଲାମେଣ୍ଟରେ ଅନୁଷ୍ଠିତ ଏକ ବିତର୍କରେ ସାଂସଦମାନେ ବିବିସିକୁ ସମର୍ଥନ କରିଛନ୍ତି । ଏହି ଘଟଣା ନେଇ ଭାରତ ସରକାରଙ୍କ ପାଖେ ଇଂଲଣ୍ଡ ଉଦବେଗ ପ୍ରକାଶ କରିଛି । ବିତର୍କରେ ସାଂସଦମାନେ ବ୍ରିଟେନର ପ୍ରେସ ସ୍:ାଧୀନତାକୁ ନେଇ ଗର୍ବିତ ବୋଲି କୁହାଯାଇଥିଲା ।
ଟୋରି ଏମପି ଡେଭିଡ ରଟଲି କହିଛନ୍ତି, ଆମେ ବିବିସିକୁ ପୂର୍ଣ୍ଣ ସମର୍ଥନ କରୁଛୁ । ବିିବିସି ସପକ୍ଷରେ ମଧ୍ୟ ରହିଛୁ । ଆମେ ବିବିସିକୁ ଆର୍ଥିକ ସହାୟତା ମଧ୍ୟ ଯୋଗାଉଛୁ ।ଆମେ ଭାବୁଛୁ ବିବିସି :ାର୍ଲଡ ସର୍ଭିସ ମଧ୍୍ର ସମାନ ଭାବେ ଗୁରୁତ୰ପୂର୍ଣ୍ଣ । ବିବିସି ତାର ସମ୍ପଦକୀ
ସ୍:ାଧୀନତା ବଜାୟ ରଖିଥାଏ ଏବଂ ରଖୁ । କାରଣ ତାହା ଗୁରୁତ୍:ପୂର୍ଣ୍ଣ ଏ ବିଷୟରେ ଆମେ ।ରତ ସମେତ ବିଶ୍:ର ସବୁବନ୍ଧୁ ରାଷ୍ଟ୍ରମାନଙ୍କୁ ଅବଗତ କରାଉଛୁ ।
ଅନ୍ୟଜଣେ ସାଂସଦ ୟୁଡିପି ଦଳର ଜିମ ସାନନ କହିଥିଲେ, ଭାରତରେ ହୋଇଥିବା ଆୟକର ଚଢଉ ଉଦ୍ଦେଶ୍ୟ ପ୍ରଣୋଦିତ । ସେମାନେ ମୋଦି ବିରୋଧୀ ଡକ୍ୟୁମେଣଟାରୀକୁ ନେଇ ବ୍ରିଟିଶ ଗଣମାଧ୍ୟମକୁ ଭୟଭୀତ କରିବାକୁ ଚାହାଁନ୍ତି ।
ଅନ୍ୟଜଣେ ସାଂସଦ ଫାବିୟାନ ହାମିଲଟନ କହିଥିଲେ, ବିବିସି କର୍ମଚାରୀ ରାତିସାରା କାର୍ଯ୍ୟାଳୟରେ ଅଟକ ରହିବା ଏବଂ ସେମାନଙ୍କୁ ଜେରା କରାଯିବା ଅତ୍ୟନ୍ତ ଚିନ୍ତାଜନକ । ସାସଂଦମାନେ କହିଥିଲେ, ଯେ କୌଣସି ଗଣତନ୍ତ୍ର ଦେଶରେ ବିନା ଭୟ ଓ ସଙ୍କୋଚରେ ରାଜନେତାଙ୍କୁ ସମାଲୋଚନା କରିବାର ଅଧିକାର ଓ କ୍ଷମତା ଗଣମାଧ୍ୟମରେ ରହିବା ଉଚିତ ।
BREAKING NEWS
- ଟ୍ରେନ୍ ଲେଟ୍ ଥିଲେ କେତେ ସମୟ ଯାଏଁ ୱେଟିଂ ରୁମ୍ରେ ରହିପାରିବେ ଯାତ୍ରୀ? ଜାଣନ୍ତୁ କ’ଣ ରହିଛି ନିୟମ
- ନୂଆ ରୂପରେ ଭୋଡାଫୋନ୍-ଆଇଡିଆ (Vi): ବ୍ରାଣ୍ଡ୍ ଆମ୍ବାସାଡର ହେଲେ ଶାହାରୁଖ ଖାନ
- ବିନା ଫାର୍ମାସୀ ଡିଗ୍ରୀରେ ଖୋଲିପାରିବେ ଔଷଧ ଦୋକାନ: ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନାରେ ମିଳୁଛି ବଡ଼ ଲାଭ
- କେମିତି ଜାଣିବେ ଅଟା ଖରାପ ହୋଇଗଲାଣି? ଫ୍ରେସ୍ ରଖିବାର ଜାଣନ୍ତୁ ସଠିକ୍ ଉପାୟ
- ହାର୍ଦ୍ଦିକଙ୍କ ପାଇଁ କଡ ସର୍ତ ରଖିଲା ବିସିସିଆଇ
- Senior Citizen Pilgrimage Scheme: ମାଗଣା ତୀର୍ଥଯାତ୍ରା ଟ୍ରେନ୍ରେ ଗଲେ ୭୭୫ ଜଣ;ଆର୍ଥିକ ଦୁର୍ବଳ ବରିଷ୍ଠ ନାଗରିକ ପାଇଁ ବନ୍ଦୋବସ୍ତ କରିଛନ୍ତି ରାଜ୍ୟ ସରକାର
- ବିସିସିଆଇ ବୈଠକରେ ନିର୍ଦ୍ଧାରଣ ହେବ ରୋହିତଙ୍କ ଭାଗ୍ୟ
- AI Crocodile in Jaypore:ନଦୀରେ ଏଆଇ କୁମ୍ଭୀର !ବନ୍ଧା ହେଲେ ୨ ଭାଇ
- ଅଯୋଧ୍ୟା ରାମ ମନ୍ଦିର ନୂଆ CEO ହେବେ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରା
- Hanuman Ansh: ୧୦ ଲକ୍ଷରୁ ଆରମ୍ଭ, ଏବେ ୫୪ କୋଟି ପାର୍! ‘ହନୁମାନ ଅଂଶ’ର କମାଲ ଦେଖି ଚମକିଲା ବକ୍ସ ଅଫିସ୍

Comments are closed.