କାଙ୍କେର: ରାୟପୁରର କାଙ୍କେର ଅଂଚଳରେ ଯବାନ ମାନଙ୍କ ସହ କୁକୁରଙ୍କୁ ମଧ୍ୟ ଯୋଗାଭ୍ୟାସ କରାଯାଏ । ଦେଶୀ ଏବଂ ବିଦେଶୀର ବିଭିନ୍ନ ପ୍ରକାର କୁକୁରଙ୍କ ଏଠାରେ ପ୍ରଶିକ୍ଷଣ ଦିଆଯାଇଥାଏ । ନକ୍ସଲଙ୍କ ସହ ଜଙ୍ଗଲରେ ଅପରେଶନ ବେଳେ ଏହି କୁକୁରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ବାରୁଦ ସୁଡଙ୍ଗ ଏବଂ ଲ୍ୟାଣ୍ଡ ମାଇନ ଖୋଜିବାରେ ଏମାନେ ଧୂରନ୍ଧର ।
ପ୍ରତ୍ୟେକ ଦିନ ସକାଳ ୫ଟା୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ଯବାନ ଏବଂ କୁକୁରମାନେ ମିଳିତ ଭାବେ ଅଭ୍ୟାସ କରନ୍ତି । ଏହି ପ୍ରଶିକ୍ଷିତ କୁକୁରମାନଙ୍କୁ ରାଜଭବନ, ହାଇକୋର୍ଟ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିୟୋଜିତ କରାଯାଇଥାଏ ବୋଲି ପ୍ରଶିକ୍ଷଣ ଦେଉଥିବା ବିଗ୍ରେଡିୟର ବିକେ ପୋନାବାର କହିଛନ୍ତି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.