ଭୁବନେଶ୍ୱର : ଆସନ୍ତା ଫେବୃୟାରୀ ୩ରୁ ଆରମ୍ଭ ହେବ ଇଣ୍ଟରନ୍ୟାଶନାଲ ହକି ଫେଡେରେଶନ ବା ଏଫ୍ଆଇଏଚ୍ ପ୍ରୋ ଲିଗ୍(ମହିଳା ଓ ପୁରୁଷ) ୨୦୨୩-୨୪ । ଏହାର କେତେକ ଲିଗ୍ ଓଡ଼ିଶାରେ ମଧ୍ୟ ଖେଳାଯିବ । ଖେଳାଳି ଏବଂ ଅଧିକାରୀ ସୁରକ୍ଷିତ ଭାବେ ଯିବା ଆସିବା କରିବା ପାଇଁ ସରକାର ଦୁଇଟି ଏୟାରକ୍ରାଫ୍ଟ ଭଡ଼ାରେ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଦୁଇଟି ଏୟାରକ୍ରାଫ୍ଟ ଫେବୃୟାରୀ ୧୦ରୁ ୧୭ତାରିଖ ମଧ୍ୟରେ ଭୁବନେଶ୍ୱରରୁ ରାଉରକେଲା ଏବଂ ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାତ୍ରା କରିବ ।
ଏହି ଏୟାରକ୍ରାଫ୍ଟ ଭଡ଼ାରେ ଆଣିବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ କୋଟେଶନ ମାଗିଛନ୍ତି । ଯୋଗ୍ୟ ତଥା ଇଚ୍ଛୁକ ଏୟାରକ୍ରାଫ୍ଟ ଅପରେଟରମାନେ https:/tendersodisha.gov.in/nicgep/app ଏବଂ https://ct.odisha.gov.in/tenders ୱେବ୍ସାଇଟ୍ରୁ କୋଟେଶନ ଫର୍ମ ଡାଉନଲୋଡ୍ କରି ଆବେଦନ କରିବା ପାଇଁ କୁହାଯାଇଛି । ଜାନୁୟାରୀ ୧୬ ଅପରାହ୍ନ ୩ଟା ମଧ୍ୟରେ ସମସ୍ତ ପ୍ରସ୍ତାବଗୁଡ଼ିକ ପହଞ୍ଚିବା ଦରକାର ।
BREAKING NEWS
- ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥା ମଧ୍ୟରେ ନୂଆ ନୀତି; ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଚିନ୍ତା ବୃଦ୍ଧି..
- Revenue Service: ହ୍ବାଟସଆପରେ ହେବ ରାଜସ୍ୱ ସେବା ସମ୍ପର୍କିତ ଅଭିଯୋଗ ଗ୍ରହଣ
- Palasa- Ichchapuram: ଭାରତୀୟ ରେଳବାଇର ସ୍ପଷ୍ଟୀକରଣ;ପ୍ରଭାବିତ ହେବନାହିଁ ପୂର୍ବତଟ ରେଳବାଇର ରାଜସ୍ବ ଆୟ
- ଧୋନୀ କେବେ ଖେଳିବେ କହିଲେ ରିତୁରାଜ
- ବେଙ୍ଗାଲୁରୁ-ଦିଲ୍ଲୀ ଇଣ୍ଡିଗୋ ବିମାନରେ ବୋମା ଧମକ…
- ବିପୁଳ ପରିମାଣର କଫ୍ ସିରଫକୁ ଚାଲାଣ ବେଳେ ଜବତ, ୨ ଅଟକ
- Bengali actor Rahul death:ବଙ୍ଗୀୟ ଅଭିନେତା ରାହୁଲଙ୍କ ମୃତ୍ୟୁ ମାମଲା; ପତ୍ନୀ ୫ ଜଣଙ୍କ ବିରୋଧରେ ଏତଲା ଦେଲେ
- ହାଇଦ୍ରାବାଦକୁ ହରାଇଲା ଲକ୍ଷ୍ନୌ: ପନ୍ତଙ୍କ ଅର୍ଦ୍ଧଶତକ
- ୧୪ ମ୍ୟାଚରେ ୬ ଥର ଶୂନରେ ଆଉଟ ହେଲେଣି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ
- Fuel crunch amid Iran war:ନେପାଳରେ ପେଟ୍ରୋଲିୟମ ଅଭାବ; ସରକାର ପ୍ରତି ସପ୍ତାହରେ ୨ ଦିନ ଛୁଟି କଲେ ଘୋଷଣା
Comments are closed.