ଜେଙ୍କ: ବେଲଜିୟମର ବୋକରଜିକ୍ ପ୍ରାକୃତିକ ପାର୍କରେ ଚମକ୍ରାର ଢ଼ଙ୍ଗରେ ଏକ ସାଇକେଲ ଟ୍ରାକ୍ ପ୍ରସ୍ତୁତ କରାଯାଇଛି । ପାଣି ମଧ୍ୟରେ ନିର୍ମିତ ଏହି ଟ୍ରାକରେ ସାଇକେଲ ଚଳାଇବା ବେଳେ ଚାଳକ ପାଣି ଉପରେ ଏହାକୁ ଚଳାଉଥିବା ଅନୁଭବ କରିବ । ଏହି ରୋମାଂଚ ପାଇଁ ଅତ୍ୟାଧୁନି ଜ୍ଞାନ କୌଶଳ ବ୍ୟବହାର କରି ଏହାକୁ ନିର୍ମିତ କରାଯାଇଛି ।
୨୦୦ ମିଟର ଦୂରତା ଏହି ଟ୍ରାକ୍ ଏବେ ବେଲଜିୟମ ଯୁବ ପିଢ଼ୀଙ୍କ ପାଇଁ ଆକର୍ଷଣୀୟ କେନ୍ଦ୍ର ସାଜିଛି । ଡେ ୱିଜର ୱେଟ ଲ୍ୟାଣ୍ଡରେ ଥିବା ୧୦୦୦ ଛୋଟ ବଡ ପୋଖରୀ ମଧ୍ୟରୁ ଗୋଟିକରେ ଏହି ଟ୍ରାକ୍ ପ୍ରସ୍ତୁତ କରାଯାଇଛି । ପାଖାପାଖି ୧ଲକ୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତି ଏହି ଟ୍ରାକରେ ସାଇକେଲ ଚଳାଇ ସାରିଲେଣି । ଟାଇମର ଶ୍ରେÂ ୧୦୦ ଭଲ ସ୍ଥାନ ମଧ୍ୟରେ ଏହି ଟ୍ରାକକୁ ସାମିଲ କରାଯାଇଛି ।
BREAKING NEWS
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
Comments are closed.