ମୁମ୍ବାଇ: ବଲିଉଡ୍ର ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କ ଘରୁ ଚୋରି ହୋଇଛି । ତାଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡିଛି । ଏନେଇ ତାଙ୍କ ବାପା ଅଗମ କୁମାର ନିଗମ ଥାନାରେ ଅଭିଯୋଗ କରିଛନ୍ତି । ଘରର ପୂର୍ବତନ ଡ୍ରାଇଭରଙ୍କୁ ସେ ସନ୍ଦେହ କରୁଥିବା ପୋଲିସ ଆଗରେ କହିଛନ୍ତି । ମୁମ୍ବାଇର ଓସିୱାରା ପୋଲିସ ରେହାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣା ପରେ ତାଙ୍କ ଡ଼୍ରାଇଭର ଫେରାର ଥିବା ଜଣାଯାଇଛି । ବହୁଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି । ଏହା ସହିତ ପୋଲିସ ତାଙ୍କୁ ଖୋଜିବା ଆରମ୍ଭ କରିଛି ।
BREAKING NEWS
- Weather Update: ଖସିବ ପାରଦ, ଫେରିବ ଶୀତ
- ପାକିସ୍ତାନର ଖାଇବର ପଖତୁନଖ୍ୱାରେ ବଡ଼ ଆକ୍ରମଣ, ଫାଟିଲା ଗ୍ୟାସ ପାଇପ ଲାଇନ
- National Winter Games: ଔଲିରେ ଏହି ଦିନଠୁ ଆରମ୍ଭ ହେବ ଜାତୀୟ ଶୀତକାଳୀନ କ୍ରୀଡ଼ା ; ଓଡିଶା ସମେତ ୧୭ ଦଳ…
- ଟ୍ରକ୍ ଧକ୍କାରେ କଂଗ୍ରେସ ନେତାଙ୍କ ଚାଲିଗଲା ଜୀବନ
- SAFF Under-19 Women’s Championship: ଭାରତୀୟ ଦଳ ଭୁଟାନକୁ ୮ଗୋଲରେ ପରାସ୍ତ କରି ଫାଇନାଲରେ ମାରିଲା ଏଣ୍ଟ୍ରି
- ସ୍ୱାସ୍ଥ୍ୟବସ୍ଥା ଠିକ୍ ନାହିଁ; ସୋନମ ୱାଙ୍ଗଚୁକଙ୍କ ଅଟକ ଉପରେ ପୁନଃ ବିଚାର ପାଇଁ ସୁପ୍ରିମକୋର୍ଟ…
- ଦୃଶ୍ୟମ ୩ ପରେ ଆଉ କାହାଣୀ ଆଗକୁ ବଢ଼ିବନି
- Terrorist killed in encounter: ଉଧମପୁର ପରେ କିସ୍ତୱାରରେ ଟଳିଲା ଜୈସ ଆତଙ୍କୀ; ଏନକାଉଣ୍ଟର ଜାରି
- ୧୯ ବର୍ଷରୁ କମ ବିଶ୍ୱକପ: ରେକର୍ଡ ୧୦ମ ଥର ପାଇଁ ଫାଇନାଲରେ ଟିମ ଇଣ୍ଡିଆ, ଜର୍ଜଙ୍କ ଶତକ
- Forest Fire Control: ବନାଗ୍ନି ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯିବ କ୍ୟାମେରା ଓ ଡ୍ରୋନ;ନିଆଁ ଲାଗିଲେ ଏହି ନଂରେ କଲ୍…
Comments are closed.