Latest Odisha News

BREAKING NEWS

ରାଉରକେଲା ହସ୍ପିଟାଲର ଏହି ଓପିଡି ସେବା ବନ୍ଦ

ଭୁବନେଶ୍ୱର: ୨ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବାପରେ ଶୁକ୍ରବାର ଦିନ ରାଉରକେଲା ହସ୍ପିଟାଲର ଅବସ୍ଟେଟ୍ରିକ୍ସ ଏବଂ ଗାଇନୋକୋଲୋଜିର ଓପିଡିକୁ ୨ ଦିନ ପାଇଁ ବନ୍ଦ କରାଯାଇଛି ।

ଏଥିସହିତ ଅଲଟ୍ରାସାଉଣ୍ଡ ବିଭାଗର ସେବା ମଧ୍ୟ ବନ୍ଦ କରି ଦିଆଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ କରୋନା ସଂକ୍ରମଣ ରୋକିବା ଲାଗି ଏବେ ରାଉରକେଲା ମହାନଗର ନିଗମ (ଆରଏମସି) ପକ୍ଷରୁ ହସ୍ପିଟାଲର ସାନିଟାଇଜେସନ୍ କରାଯିବ ।

Leave A Reply

Your email address will not be published.