ଆଲମବାଗ: ଆଲମବାଗରେ ରହୁଥିବା ଭାରତୀୟ କିସାନ ମୋର୍ଚ୍ଚାର ନେତା ଦେବେନ୍ଦ୍ର ତିୱାରୀ ଓ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳିଛି । ତିୱାରୀଙ୍କ ଘର ବାହାରେ ଏକ ବ୍ୟାଗରୁ ଏହି ଧମକ ଭରା ପତ୍ର ମିଳିଥିଲା । ଆଲମବାଗ ପୋଲିସ ମୋକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସଲମାନ ସିଦ୍ଦିକ ନାମରେ ଆସିଥିବା ଏହି ଚିଠିରେ ଲେଖା ହୋଇଛି ଯେ, ବାରମ୍ବାର ବୁଝାଇବା ସତ୍ୱେ ତୁମେ ମାନୁ ନାହଁ । ପିଆଇଏଲ କାରଣ ଯୋଗୁ ମୁସଲମାନମାନେ ଅସୁବିଧାରେ ପଡିଛନ୍ତି । ଯୋଗୀଙ୍କ ଯୋଗୁ ସମସ୍ତ ସ୍ଲଟର ହାଉସ ବନ୍ଦ ହୋଇଯାଇଛି । ତୁ ଅପେକ୍ଷା କର କଣ ତୋ ଅବସ୍ଥା ହେଉଛି । ୧୫ ଦିନ ମଧ୍ୟରେ ଫଳ ତୁମ ସମ୍ମୁଖରେ ରହିବ । ତିୱାରୀ ରହୁଥିବା ଅଂଚଳର ସମସ୍ତ ସିସିଟିଭିକୁ ଯାଂଚ କରାଯାଉଛି । ଖୁବ ଶୀଘ୍ର ଏହି ପତ୍ର ଲେଖିଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
BREAKING NEWS
- ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ୪ ବସ୍ ଜବତ…ଥିଲା ନକଲି ନମ୍ବର ପ୍ଲେଟ୍, ଲାଗିଲା ମୋଟା ଫାଇନ
- ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ;୪ ହଜାର ଟଙ୍କା ନେଇଯାଇଥିବା ସନ୍ଦେହରେ ବନ୍ଧୁକୁ ହତ୍ୟା
- Naxalites Surrender:୫୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ରହିଛି ୧କୋଟି୪୧ ଲକ୍ଷ
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
Comments are closed.