Latest Odisha News

BREAKING NEWS

ଟାଇଗର ଶ୍ରଫଙ୍କ ‘କାସାନୋଭା’ ଟିଜର୍‌ ରିଲିଜ

ନୂଆଦିଲ୍ଲୀ: ଅଭିନେତା ଟାଇଗର ଶ୍ରଫ ସୋସିଆଲ ମିଡିଆରେ ତାଙ୍କର ଆଗାମୀ ସିଙ୍ଗଲ କାସାନୋଭା ର ଟିଜର ରିଲିଜ କରିଛନ୍ତି।

ଭିଡିଓ ସେୟାର କରିବା ସମୟରେ ଟାଇଗର ଶ୍ରଫ ଇନଷ୍ଟାଗ୍ରାମରେ ଲେଖିଥିଲେ, “ମୁଁ ତୁମକୁ ଦେଖିବା ପୂର୍ବରୁ ମୁଁ କାସାନୋଭା ଥିଲି। ନା ସେପରି ନୁହେଁ କିନ୍ତୁ ମୋର ଦ୍ୱିତୀୟ ସିଙ୍ଗଲର ଟିକେ ପ୍ରିଭ୍ୟୁ ଏଠାରେ ଅଛି। ମୁଁ ଆଶା କରେ ତୁମେ ଏହାକୁ ପସନ୍ଦ କରିବ। ପୁରା ଗୀତ ମୋ ୟୁଟ୍ୟୁବ ଚ୍ୟାନେଲରେ ଅଛି। କିନ୍ତୁ ଟାଇଗର ଶ୍ରଫଙ୍କ ଗୀତର ସମ୍ପୂର୍ଣ୍ଣ ଭିଡିଓ ଜାନୁଆରୀ ୧୩ ରେ ରିଲିଜ୍ କରି। ତେବେ ଏହି ଗୀତର ଟିଜରକୁ ୨ ଘଣ୍ଟାରେ ୬ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଏହି ଗୀତଟିକୁ ପୁନିତ ମଲହୋତ୍ରା ନିର୍ଦ୍ଦେଶନା ଦେଇଛନ୍ତି। ଏହି ଗୀତକୁ ଟାଇଗର ଶ୍ରଫ ନିଜେ ପ୍ରଯୋଜନା କରିଛନ୍ତି।

Comments are closed.