Latest Odisha News

କେନ୍ଦୁଝରରେ ଘନ କୁହୁଡିକୁହୁଡ଼ିଆ ପାଗ

କେନ୍ଦୁଝର : କିଛି ଦିନ ଧରି ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ କେନ୍ଦୁଝରରେ କୁହୁଡିଆ ପାଗ । ସକାଳୁ ଘନ କୁହୁଡିରେ ଆଚ୍ଛାଦିତ ହୋଇଯାଇଥିଲା ପୁରା କେନ୍ଦୁଝର । କୁହୁଡି ଯୋଗୁ ଗାଡିମଟରରୁ ନେଇ ଯିବା ଆସିବାରେ ବହୁ ଅସୁବିଧା ଦେଖିବାକୁ ମିଳିଥିଲା । ତେବେ ବ୍ୟାପକ ଜଙ୍ଗଲ କ୍ଷୟ ଓ ପରିବେଶ ନଷ୍ଟ ଯୋଗୁ ଜଳବାୟୁରେ ପରିବର୍ତ୍ତନ ହେଉଛି । ଏନେଇ ବିଭିନ୍ନ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଉଥିବା କୁହନ୍ତି ପରିବେଶବିତ୍ ।

Leave A Reply

Your email address will not be published.