Latest Odisha News

BREAKING NEWS

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଟ୍ରାଫିକ କଟକଣା…

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ୨୪ ତାରିଖଠାରୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବହୁ ସଂଖ୍ୟକ ଦର୍ଶକ ଏବଂ ଯାନବାହାନ ଭିଡ ହେବାର ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟିରେ ରଖି ବରଗଡ ସହରର ବିଭିନ୍ନ ରାସ୍ତା ମାନଙ୍କରେ ଯାନବାହନ ଗୁଡିକର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଓଡିଶା ପୋଲିସ ଆଇନ ୨୦୦୩ ଧାରା ୨୮ ଅନୁସାରେ ନିମ୍ନଲିଖିତ କଟକଣା ଗୁଡିକ ଲାଗୁ କରାଯାଇଛି। ଏହି କଟକଣା ଅପରାହ୍ନ ୦୨ ଘଣ୍ଟା ଠାରୁ ରାତ୍ର ୧୧:୩୦ ଘଣ୍ଟା ପର୍ଯ୍ୟନ୍ତ ଲାଗୁ ହେବ।

 

କିନ୍ତୁ ଏହି କଟକଣା ତଥା ନିୟମ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ, ପୋଲିସ ଓ ତତ୍ ସମ୍ପର୍କିତ ଗାଡ଼ିଗୁଡ଼ିକ ନିମନ୍ତେ ମଧ୍ୟ ଲାଗୁ ହେବ ନାହିଁ। ସୋହେଲା, ଭଟଲି ପାର୍ଶ୍ବରୁ ଆସୁଥିବା ହାଲୁକା ଯାନବାହନ ଗୁଡିକ ବାନ୍ଦୁଟିକ୍ରାଛକର ବାମ ପାର୍ଶ୍ବରେ ପାର୍କିଂ ଜାଗାରେ ପାର୍କ କରିବେ। ସେହିପରି ଜାଣନ୍ତୁ ଆଉ କେଉଁ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି…

Comments are closed.