Latest Odisha News

କୋରାପୁଟରେ ଭୂସ୍ଖଳନ ଯୋଗୁଁ ଏହି ସବୁ ଟ୍ରେନ ସେବା ପ୍ରଭାବିତ

ଭୁବନେଶ୍ୱର: ପୂର୍ବତଟ ରେଳପଥର କୋଟ୍ଟଭଲସା – କୋରାପୁଟ-କିରନ୍ଦୁଲ ରେଳ ମାର୍ଗରେ ମାନବାର ଓ ଜରତି ରେଳ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଜନିତ ପୁନଃରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା ପ୍ରଭାବିତ ହୋଇଅଛି।

BjdElectrycity

୦୧. ରାଉରକେଲା ଠାରୁ ୨୭ & ୨୮.୦୯.୨୦୨୩ ରେ ଛାଡିବାକୁ ଥିବା ୧୮୧୦୭ ରାଉରକେଲା-ଜଗଦଳପୁର ଏକ୍ସପ୍ରେସ କୋରାପୁଟ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ କୋରାପୁଟରୁ ଜଗଦଲପୁର ପର୍ଯ୍ୟନ୍ତ ବାତିଲ ରହିବ।

୦୨. ଜଗଦଳପୁରରୁ ୨୮ ଏବଂ ୨୯.୦୯.୨୦୨୩ ରେ ଛାଡ଼ିବାକୁଥିବା ୧୮୧୦୮ ଜଗଦଳପୁର-ରାଉରକେଲା ଏକ୍ସପ୍ରେସ ଜଗଦଳପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ପ୍ରାରମ୍ଭ କରିବ ଏବଂ ଜଗଦଳପୁରରୁ କୋରାପୁଟ ପର୍ଯ୍ୟନ୍ତ ବାତିଲ ରହିବ।

୦୩. ଭୁବନେଶ୍ୱରରୁ ୨୭ ଏବଂ ୨୮.୦୯.୨୦୨୩ ରେ ଛାଡ଼ିବାକୁଥିବା ଭୁବନେଶ୍ୱର-ଜଗଦଳପୁର ହିରାଖଣ୍ଡ ଏକ୍ସପ୍ରେସ କୋରାପୁଟ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ କୋରାପୁଟରୁ ଜଗଦଳପୁର ପର୍ଯ୍ୟନ୍ତ ବାତିଲ ରହିବ।

୦୪. ଜଗଦଲପୁରରୁ ୨୮ ଏବଂ ୨୯.୦୯.୨୦୨୩ ରେ ଛାଡିବାକୁ ଥିବା ୧୮୪୪୮ ଜଗଦଳପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଜଗଦଳପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ପ୍ରାରମ୍ଭ କରିବ ଏବଂ ଜଗଦଲପୁରରୁ କୋରାପୁଟ ପର୍ଯ୍ୟନ୍ତ ବାତିଲ ରହିବ।

୦୫. କିରଣ୍ଡୁଲ ଠାରୁ ୨୮ ଏବଂ ୨୯.୦୯.୨୦୨୩ ରେ ଛାଡ଼ିବାକୁଥିବା କିରାଣ୍ଡୁଲ-ବିଶାଖାପାଟନମ୍ ସ୍ପେଶାଲ୍ କିରାଣ୍ଡୁଲ୍ ପରିବର୍ତ୍ତେ ଆରାକୁ ଠାରୁ ଯାତ୍ରା ପ୍ରାରମ୍ଭ କରିବ ଢ କିରାଣ୍ଡୁଲରୁ ଆରାକୁ ପର୍ଯ୍ୟନ୍ତ ଏହା ବାତିଲ ରହିବ।

୦୬.୦୮୫୫୧ ବିଶାଖାପାଟନମ୍-କିରାଣ୍ଡୁଲ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ ୨୮ ଏବଂ ୨୯.୦୯.୨୦୨୩ ରେ ଆରାକୁ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ଆରାକୁରୁ କିରାଣ୍ଡୁଲ୍ ପର୍ଯ୍ୟନ୍ତ ବାତିଲ୍ ହୋଇ ରହିବ।

୦୭. ହାଓଡ଼ା ଠାରୁ ୨୭ ଏବଂ ୨୮.୦୯.୨୦୨୩ ରେ ଛାଡୁଥିବା ୧୮୦୦୫ ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ଟିଟିଲାଗଡ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ଟିଟିଲାଗଡରୁ ଜଗଦଳପୁର ପର୍ଯ୍ୟନ୍ତ ବାତିଲ ରହିବ।

୦୮. ଜଗଦଲପୁରରୁ ୨୮ ଏବଂ ୨୯.୦୯.୨୦୨୩ ରେ ଛାଡ଼ିବାକୁଥିବା ୧୮୦୦୬ ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଜଗଦଳପୁର ପରିବର୍ତ୍ତେ ଟିଟିଲାଗଡରୁ ଯାତ୍ରା ପ୍ରାରମ୍ଭ କରିବ ଢ ଜଗଦଳପୁରରୁ ଟିଟିଲାଗଡ ପର୍ଯ୍ୟନ୍ତ ଏହି ଟ୍ରେନ ବାତିଲ ରହିବ।

୦୯. ବିଶାଖାପାଟନମ୍ ରୁ ୨୭ ଏବଂ ୨୮.୦୯.୨୦୨୩ ରେ ଛାଡିବାକୁ ଥିବା ୧୮୫୧୪ ବିଶାଖାପାଟନମ୍-କିରାଣ୍ଡୁଲ୍ ଏକ୍ସପ୍ରେସ୍ କୋରାପୁଟ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ କୋରାପୁଟରୁ କିରାଣ୍ଡୁଲ ପର୍ଯ୍ୟନ୍ତ ବାତିଲ ରହିବ।

୧୦. କିରାଣ୍ଡୁଲରୁ ୨୮ ଏବଂ ୨୯.୦୯.୨୦୨୩ ରେ ଛାଡିବାକୁ ଥିବା ୧୮୫୧୩ କିରାଣ୍ଡୁଲ-ବିଶାଖାପାଟନମ୍ ଏକ୍ସପ୍ରେସ କିରାଣ୍ଡୁଲ ପରିବର୍ତ୍ତେ କୋରାପୁଟରୁ ଯାତ୍ରା ପ୍ରାରମ୍ଭ କରିବ ଢ କିରାଣ୍ଡୁଲରୁ କୋରାପୁଟ ପର୍ଯ୍ୟନ୍ତ ଏହି ଟ୍ରେନ ବାତିଲ ରହିବ।

Leave A Reply

Your email address will not be published.