Latest Odisha News

BREAKING NEWS

ରଥଯାତ୍ରା ସମୟରେ ପୁରୀକୁ ଗଡ଼ିବନି ଟ୍ରେନ୍

ଭୁବନେଶ୍ବର : ରଥଯାତ୍ରା ସମୟରେ ପୁରୀକୁ ଗଡିବନି ଟ୍ରେନ୍ । କୋଭିଡ଼ ସଂକ୍ରମଣକୁ ରୋକିବା ପାଇଁ ଏଭଳି ପ୍ରତିବନ୍ଧକ ଲଗାଇଛି ରେଳ ବିଭାଗ । ନିଷ୍ପତ୍ତି ଅନୁସାରେ, ୨୬ଟି ଦୂର ଦୂରଗାମୀ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ପର୍ଯ୍ୟନ୍ତ ଚଳାଚଳ କରିବ । ଏବଂ ଖୋର୍ଦ୍ଧା ରୋଡରୁ ଏହାର ଫେରନ୍ତା ଯାତ୍ରା ପ୍ରାରମ୍ଭ କରିବ । ସ୍ପେଶାଲ ଟ୍ରେନ୍ ଗୁଡିକର ଚଳାଚଳ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ବାତିଲ ରହିବ ।

ରଥଯାତ୍ରା ସମୟରେ ପୁରୀକୁ ବାତିଲ ହୋଇଥିବା ଟ୍ରେନ୍ ଗୁଡିକ ହେଲା –
୧ – ୦୨୮୦୧/୦୨୮୦୨ ପୁରୀ-ନୂଆ ଦିଲ୍ଲୀ-ପୁରୀ ପୁରୁଷୋତ୍ତମ ସ୍ପେଶାଲ୍ ଟ୍ରେନ
୨ – ୦୮୪୦୫./୦୮୪୦୬ ପୁରୀ-ଅହମ୍ମଦାବାଦ-ପୁରୀ ସ୍ପେଶାଲ୍ ଟ୍ରେନ
୩ – ୦୮୪୦୧/୦୮୪୦୨ ପୁରୀ-ଓଖା-ପୁରୀ ସ୍ପେଶାଲ୍ ଟ୍ରେନ
୪ – ୦୨୮୪୩/୦୨୮୪୪ ପୁରୀ-ଅହମ୍ମଦାବାଦ-ପୁରୀ ସ୍ପେଶାଲ୍ ଟ୍ରେନ
୫ – ୦୨୦୩୭/୦୨୦୩୮ ପୁରୀ-ଅଜମେର-ପୁରୀ ସ୍ପେଶାଲ୍ ଟ୍ରେନ
୬ – ୦୨୮୧୫/୦୨୮୧୬ ପୁରୀ-ଆନନ୍ଦ ବିହାର-ପୁରୀ ନନ୍ଦନକାନନ୍ ସ୍ପେଶାଲ୍ ଟ୍ରେନ
୭ – ୦୨୮୭୫/୦୨୮୭୬ ପୁରୀ-ଆନନ୍ଦ ବିହାର-ପୁରୀ ନୀଳାଚଳ ସ୍ପେଶାଲ୍ ଟ୍ରେନ
୮ – ୦୨୦୮୮/୦୨୦୮୭ ପୁରୀ-ହାଓ୍ବଡ଼ା-ପୁରୀ ସ୍ପେଶାଲ୍ ଟ୍ରେନ
୯ – ୦୨୦୬୩/୦୨୦୬୪ ପୁରୀ-ଯଶୋବନ୍ତପୁର-ପୁରୀ ସ୍ପେଶାଲ୍ ଟ୍ରେନ
୧୦ – ୦୨୦୯୩/୦୨୦୯୪ ପୁରୀ-ଯୋଧପୁର-ପୁରୀ ସ୍ପେଶାଲ୍ ଟ୍ରେନ
୧୧ – ୦୮୪୫୨/୦୮୪୫୧ ପୁରୀ-ହାଟିଆ-ପୁରୀ ତପସ୍ୱିନୀ ସ୍ପେଶାଲ୍ ଟ୍ରେନ
୧୨ – ୦୮୪୪୯/୦୮୪୫୦ ପୁରୀ-ପାଟନା-ପୁରୀ ବୈଦ୍ୟନାଥଧାମ ସ୍ପେଶାଲ୍ ଟ୍ରେନ
୧୩ – ୦୮୪୧୯/୦୮୪୨୦ ପୁରୀ-ଜୟ ନାଗର-ପୁରୀ ସ୍ପେଶାଲ୍ ଟ୍ରେନ
୧୪ – ୦୨୮୨୭/୦୨୮୨୮ ପୁରୀ-ସୁରଟ-ପୁରୀ ସ୍ପେଶାଲ୍ ଟ୍ରେନ
୧୫ – ୦୨୮୫୯/୦୨୮୬୦ ପୁରୀ-ଚେନ୍ନାଇ ସେଣ୍ଟ୍ରାଲ-ପୁରୀ ସ୍ପେଶାଲ୍ ଟ୍ରେନ
୧୬ – ୦୨୮୬୬/୦୨୮୬୫ ପୁରୀ-ମୁମ୍ବାଇ ଏଲଟିଟି-ପୁରୀ ସ୍ପେଶାଲ୍ ଟ୍ରେନ
୧୭ – ୦୮୪୭୭/୦୮୪୭୮ ପୁରୀ-ଯୋଗନଗରୀ ଋଷିକେଶ -ପୁରୀ ସ୍ପେଶାଲ୍ ଟ୍ରେନ
୧୮ – ୦୨୧୪୫/୦୨୧୪୬ ମୁମ୍ବାଇ ଏଲଟିଟି- ପୁରୀ-ମୁମ୍ବାଇ ଏଲଟିଟି ସ୍ପେଶାଲ୍ ଟ୍ରେନ
୧୯ – ୦୨୮୩୭/୦୨୮୩୮ ହାଓ୍ବଡ଼ା-ପୁରୀ-ହାଓ୍ବଡ଼ା ସ୍ପେଶାଲ୍ ଟ୍ରେନ
୨୦ – ୦୨୯୭୩/୦୨୯୭୪ ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ସ୍ପେଶାଲ୍ ଟ୍ରେନ
୨୧ – ୦୯୨୦୯/୦୯୨୧୦ ଭାଲସାଡ଼-ପୁରୀ-ଭାଲସାଡ଼ ସ୍ପେଶାଲ୍ ଟ୍ରେନ
୨୨ – ୦୯୪୯୩/୦୯୪୯୪ ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ସ୍ପେଶାଲ୍ ଟ୍ରେନ
୨୩ – ୦୪୭୦୯/୦୪୭୧୦ ବିକାନିର-ପୁରୀ-ବିକାନିର ସ୍ପେଶାଲ୍ ଟ୍ରେନ
୨୪ – ୦୭୪୭୯/୦୭୪୮୦ ତିରୁପତି-ପୁରୀ-ତିରୁପତି ସ୍ପେଶାଲ୍ ଟ୍ରେନ
୨୫ – ୦୫୬୪୦/୦୫୬୩୯ କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍ ଟ୍ରେନ
୨୬ – ୦୫୬୪୪/୦୫୬୪୩ କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍ ଟ୍ରେନ

ଏହି ଟ୍ରେନ ଗୁଡିକ ପାଇଁ ସ୍ଥିରୀକୃତ ରହଣି ସ୍ଥାନ ଓ ଷ୍ଟେସନର ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବନାହିଁ । ତେଣୁ ଯାତ୍ରୀମାନେ ଏନେଇ ଅନୁସନ୍ଧାନ କରିବାକୁ ରେଳବାଇ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.