ପୁରୀ: ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବ୍ରିଟେନ ମହାରାଣୀ ଏଲିଜାବେଥଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ପୁରୀ ବେଳାଭୂମିରେ 740 ଗୋଲାପ ସ୍ଥାପନ କରି ସେ ବାଲୁକାକଳାରେ ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଅସୁସ୍ଥତା ହେତୁ ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କର 96 ବର୍ଷ ବୟଷରେ ପରଲୋକ ଘଟିଛି । ସାରା ବିଶ୍ବରୁ ତାଙ୍କପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଉଛି ।
BREAKING NEWS
- ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍ପି;ଗୁଡାରୀକୁ ରେଳ ସଂଯୋଗ ପାଇଁ…
- ଅବକାରୀ ବିଭାଗକୁ ବଡ଼ ସଫଳତା; ୫୫ କେଜି ଗଞ୍ଜେଇ ଜବତ, ୨ ଗିରଫ
- ଓଡ଼ିଶାରେ ସ୍ଵଳ୍ପ-କାର୍ବନ ନିର୍ମାଣ ପାଇଁ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ ପ୍ରତିଷ୍ଠା ନିମନ୍ତେ ଏମଓୟୁ ସ୍ଵାକ୍ଷରିତ
- Overstaying Visa: ପୁଅ ସହ ପାକିସ୍ତାନୀ ମହିଳା ଗିରଫ; ଅନେକ ଭାରତୀୟ କାଗଜପତ୍ର ଜବତ
- ଯୁବକଙ୍କ ଉପରେ ଚଢିଗଲା ଟ୍ରଲର, ମୃତ ଦେହ ରଖି କାରଖାନା ସମ୍ମୁଖରେ ଉତ୍ତ୍ୟକ୍ତ ଲୋକଙ୍କ ବ୍ୟାପକ ଭଙ୍ଗାରୁଜା
- ଡାଇମଣ୍ଡ ଲିଗରେ ପୋଡିୟମ ଫିନିଶ କରି ଇତିହାସ ରଚିଲେ ସର୍ବେଶ
- ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ
- ରୋଗୀ ହୋଇ ଆସିଲେ, ହାତଗୋଡ଼କୁ ବାନ୍ଧି ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର
- କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତି ନାହିଁ ପ୍ରଧାନମନ୍ତ୍ରୀ ମୋଦି, ଏଭଳି କହିଲେ ବୈଦେଶିକ ସଚିବ
- ଫିଫା ବିଶ୍ୱକପ: ବ୍ରାଜିଲ ପଛକୁ ଭାରତରେ ଅଧିକ ପ୍ରଶଂସକ
Comments are closed.