ବଲାଙ୍ଗୀର:ବଲାଙ୍ଗୀରରେ ଅଘଟଣ । ବିଦ୍ୟୁତ ତାର ଲାଗି ଏକ ସିମେଣ୍ଟ ବୋଝେଇ ଟ୍ରକଟି ଜଳି ଯାଇଛି ।ଫଳରେ ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଯାଇଛି ।ଟ୍ରକଟି ବରଗଡରୁ ସିମେଣ୍ଟ ଆଣି ତୁଷାରାଡାହିମାଲକୁ ଆସୁଥିବା ସମୟରେ ଏପରି ଅଘଟଣ ଘଟିଛି ।ଟ୍ରକରେ ବିଦ୍ୟୁତ ତାର ଲାଗିଯିବା ଯୋଗୁଁ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।ମୃତକ ଡ୍ରାଇଭର ଙ୍କ ପରିଚୟ ମିଳିନଥିବା ବେଳେ । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।
BREAKING NEWS
- Face-off with China: ଅରୁଣାଚଳ ସୀମାରେ ଚୀନ୍ ସହ ମୁହାଁମୁହିଁ ସ୍ଥିତି! ମଇଦାନରେ ଭାରତର ‘ଶୌର୍ଯ୍ୟ କମାଣ୍ଡୋ’…
- ECI Internal Conflict: ନିର୍ବାଚନ ଆୟୋଗରେ ବଢ଼ୁଛି ମତଭେଦ! ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଦୁଇ ନିର୍ବାଚନ ଆୟୁକ୍ତଙ୍କ ଅଭିଯୋଗ, RTIରୁ ବଡ ଖୁଲାସା…
- ସମ୍ଭାବ୍ୟ ବାତ୍ୟା ନେଇ ସରକାର ପ୍ରସ୍ତୁତ, ବିଚଳିତ ନହେବାକୁ ସରକାରଙ୍କ ଅପିଲ୍
- ଉଚ୍ଚଶିକ୍ଷା ଓ ପ୍ରଶିକ୍ଷଣ: ୬ ମାସିଆ ପେଡ୍ ଇଣ୍ଟର୍ନସିପ୍ ପାଇଁ ସିଙ୍ଗାପୁର ଗଲେ ୨୩ ଛାତ୍ରଛାତ୍ରୀ
- ୨୦୨୭ ରଥଯାତ୍ରା ପାଇଁ ଆଗୁଆ ପ୍ରସ୍ତୁତି: ସହର ବିକାଶ, ନୂଆ ପାର୍କିଂ ବ୍ୟବସ୍ଥା, ଭିତ୍ତିଭୂମି କାମ ଶେଷ କରିବାକୁ ନିର୍ଦ୍ଦେଶ
- ପାକିସ୍ତାନ ଶରଣରେ ମାଳଦ୍ୱୀପ ! ରାଷ୍ଟ୍ରପତି ମୁଇଜ୍ଜୁଙ୍କ ପାକିସ୍ତାନ ଗସ୍ତରେ ୨୦ ଚୁକ୍ତି ସ୍ୱାକ୍ଷରିତ
- ଟାଇଫୁନ୍ ଚମ୍ପି: ୧୦୦୦ରୁ ଅଧିକ ବିମାନ ବାତିଲ କଲା ତାଇୱାନ
- ପାରା ଏସିଆନ୍ ଗେମ୍ସ: ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ରୌପ୍ୟ ପଦକ
- ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା! ଆଜି ଲଘୁଚାପ, ୨୫ରେ ଅବପାତ
- ତିବ୍ଦତରେ ଶକ୍ତିଶାଳୀ ଭୂମିକମ୍ପ: ୧୬ ମୃତ, ବ୍ୟାପକ କ୍ଷୟକ୍ଷତି

Comments are closed.