Latest Odisha News

BREAKING NEWS

ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜଣଙ୍କ ଜୀବନ

କୋଟପାଡ଼:କୋଟପାଡ଼ ବ୍ଲକ ଚାନ୍ଦିଲି ଗାଁରେ ଅଭାବନୀୟ ଘଟଣା ଘଟିଛି । ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଓ ଜଣେ ଗୁରୁତର ହୋଇଛନ୍ତି ।

ମୃତକ ହେଲେ ହେମନ୍ତ ଠାକୁର ଏବଂ ଅନ୍ୟ ଜଣେ ହରଣ ପ୍ରତ୍ୟାଶା । ଏପଟେ ଗୁରୁତର ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

Comments are closed.