ସମ୍ବଲପୁର : ହୋଲିରେ ବଡ ଧରଣର ଅଘଟଣ । କୁଚିଣ୍ଡା ଖର୍ଲା ନଦୀରେ ଗାଧୋଇଲା ବେଳେ ବୁଡି ଗଲେ ଦୁଇ ଜଣ ସାଙ୍ଗ । ହୋଲି ଖେଳ ସାରି ନଦୀକୁ ଗାଧୋଇବାକୁ ଯାଇଥିଲେ ।ହେଲେ ହଠାତ୍ ଗୋଡ ଖସିଯିବାରୁ ଦୁଇଜଣ ବୁଡି ଯାଇଛନ୍ତି । ପରେ ଘଟଣା ସ୍ଥଳରୁ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।ଅନ୍ୟ ଜଣେ ଏବେ ନିଖୋଜ ଅଛନ୍ତି ।ଅଗ୍ନିସମ ବିଭାଗ ଘଟଣା ସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବୁଡି ଯାଇଥିବା ଦୁଇ ଜଣ ପଶ୍ଚିମ ବଙ୍ଗର ବୋଲି ଜଣାପଡିଛି ।।ସେମାନେ କୁଚିଣ୍ଡାରେ ରହି ଶ୍ରମିକ ଭାବେ କାମ କରୁଥିଲେ ।
BREAKING NEWS
- Join BJD: ଗଜପତି ନିର୍ବାଚନମଣ୍ଡଳୀରେ ବିଜେଡିର ଶକ୍ତି ବୃଦ୍ଧି; ପଦ୍ମ ଛାଡି ଧରିଲେ ଶଙ୍ଖ
- ବାରବାଟୀରେ ହେବ ଭାରତ-ଶ୍ରୀଲଙ୍କା ଟି୨୦ ମ୍ୟାଚ
- ଏପ୍ରିଲରେ ରିଲିଜ ହେବ ଓଡ଼ିଆ ଫିଲ୍ମ‘ବିନ୍ଦୁସାଗର’;ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ହୋଇଥିଲା ବିଶ୍ବ ପ୍ରିମିୟର
- Dhurandhar 2: ସିନେମାରେ ଅସଲି ବାହୁବଳୀ ‘ଧୁରନ୍ଧର ୨’, ଗୋଟିଏ ସପ୍ତାହରେ ଛାପିଲା ୧୦୦୦ କୋଟି
- ଆସିଲା ୩ ବର୍ଷିଆ ନୂଆ ଅବକାରୀ ନୀତି: ବଡ଼ଦାଣ୍ଡରେ ଖୋଲିବନି ମଦ ଦୋକାନ, ଆଉ ହେବନି…
- ଆସନ୍ତା ସୋମବାର ଯାଏଁ ବିଧାନସଭା ମୁଲତବୀ
- MLA Salary Hike Bill: ବଢ଼ିବନି ବିଧାୟକଙ୍କ ଦରମା, ବିଲ୍ ପ୍ରତ୍ୟାହାର ନେଇ ପ୍ରକିୟା ଆରମ୍ଭ
- ବିଦେଶୀ ପଞ୍ଜୀକରଣ, ଇମିଗ୍ରେସନ ଏବଂ ଭିଜା ଟ୍ରାକିଂ ସିଷ୍ଟମ ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି
- `Operation Sindoor` Film: ଖୁବଶୀଘ୍ର ଅପରେସନ୍ ସିନ୍ଦୁର ଫିଲ୍ମ, ବଡ଼ ପରଦାକୁ ଆଣିବେ ବିବେକ ଅଗ୍ନିହୋତ୍ରୀ
- ଆଇପିଏଲ: ଆୟୋଜିତ ହେବନି ଉଦଘାଟନୀ ସମାରୋହ
Comments are closed.