କଟକ: କଟକ ଜଗତପୁରରେ ହାତୀ ମାତିଛନ୍ତି । ହାତୀପଲଙ୍କ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ନିମପୁରରେ ବୃଦ୍ଧ ଓ ବୃଦ୍ଧାଙ୍କୁ ଦଳି ମାରିଦେଇଛନ୍ତି ହାତୀପଲ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଦେଖାଦେଇଛି । ଜଗତପୁର ଗୋଲେଇ ଛକଠାରୁ ଆଇବି ରୋଡ ପର୍ଯ୍ୟନ୍ତ ଲୋକେ ସତର୍କ ରହିବା ପାଇଁ କୁହାଯାଇଛି । ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି ବନ ବିଭାଗ ।
BREAKING NEWS
- Epstein Files: ଏପ୍ଷ୍ଟାଇନ୍ଙ୍କୁ ନେଇ ସତ ମାନିଲେ ବିଲ୍ ଗେଟ୍ସ, କହିଲେ ମୋର ଭୁଲ ଥିଲା…
- ଟି୨୦ ର୍ୟାଙ୍କିଙ୍ଗ: ବୁମରାହ, ବରୁଣଙ୍କୁ ଫାଇଦା
- Chariot Of Lord Baladevjew : ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧କୋଟି ଟଙ୍କା ଅନୁଦାନ ମଞ୍ଜୁର
- ଟି୨୦ ବିଶ୍ୱକପ: ଜିମ୍ବାୱେ ବିପକ୍ଷ ମୁକାବିଲାରେ ଭାଙ୍ଗିପାରେ ଅଭିିଷେକ-ଈଶାନ ଯୋଡି
- Explosives cache in J-K:ସୁରକ୍ଷାବାହିନୀର ବଡ଼ କାର୍ଯ୍ୟାନୁଷ୍ଠାନ; ଜଙ୍ଗଲରୁ ଅସ୍ତ୍ରଶସ୍ତ୍ର ଓ IED ଉଦ୍ଧାର
- ଟୋକନ୍ ଲାପ୍ସର ୧୫ ଦିନ ପର୍ଯ୍ୟନ୍ତ ଧାନ କିଣା; ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା
- ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନ ଭଣ୍ଡାର ଗଣତି ମଣତି
- ଗୁରୁବାର ସକାଳ ଯାଏଁ ୨୩ ଜିଲ୍ଲାରେ ଝଡ଼ ବର୍ଷା ସମ୍ଭାବନା
- ‘ମହାନଦୀ ଟ୍ରିବୁନାଲର ଓଡିଶା ଗସ୍ତ କଣ ପାଇଁ…ପିକନିକ ପାଇଁ ନୁହେଁ ତ?’
- India Fastest Train: ନା ବନ୍ଦେ ଭାରତ, ନା ରାଜଧାନୀ, ନା ଶତାବ୍ଦୀ…ଏହା ହେଉଛି ଭାରତର ସବୁଠାରୁ ଶୀଘ୍ର ଦୌଡ଼ୁଥିବା ଟ୍ରେନ୍…
Comments are closed.