Latest Odisha News

ଲତା ମଙ୍ଗେଶକରଙ୍କ ନାଁରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତିଆରି ହେବ ପୋଷ୍ଟାଲ୍ ଷ୍ଟାମ୍ପ

ନୂଆଦିଲ୍ଲୀ : ଗାୟିକା ଲତା ମଙ୍ଗେସକରଙ୍କୁ ସମ୍ମାନ ଜଣାଇବା ପାଇଁ କେନ୍ଦ୍ର ସରକାର ଏକ ପୋଷ୍ଟାଲ୍ ଷ୍ଟାମ୍ପ ବନାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜାତୀୟ ବଜେଟ ରାଉଣ୍ଡ ସାକ୍ଷାତକାରରେ କେନ୍ଦ୍ର ରେଳବାଇ ଯୋଗାଯୋଗ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  କହିଛନ୍ତି ।। ସଙ୍ଗୀତର ମହାନାୟୀକାଙ୍କ ନାଁରେ କେନ୍ଦ୍ରୀୟ ପୋଷ୍ଟାଲ ଷ୍ଟାମ ତିଆରି କରି ଉତ୍ସର୍ଗ କରିବାକୁ ଚାହୁଁଛି ବୋଲି କହିଛନ୍ତି ।ନାଇଟଆଞ୍ଜେଲଙ୍କ ପାଇଁ ଏହା ଉପଯୁକ୍ତ ସମ୍ମାନ ହେବ ବୋଲି କହିଛନ୍ତି ।

ସୂଚନା ଅନୁସାରେ ଲତା ମଙ୍ଗଶକରଙ୍କ ୯୩ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । କରୋନାରେ ସଂକ୍ରମିତ ହୋଇ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ସେ କିଛି ଦିନ ହେଲା ସେ ଚିକିତ୍ସିତ ହେଉଥିଲେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା । ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଲତା ମଙ୍ଗେସକରଙ୍କ ଶେଷକୃତ୍ୟ ସମ୍ପନ୍ନନ ହୋଇଥିଲା ।

Comments are closed.