Latest Odisha News

BREAKING NEWS

ଆଜି ବିଶ୍ବ ସ୍ଥାପତ୍ୟ ଦିବସ। ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିନ

ପ୍ରତିବର୍ଷ ଅକ୍ଟୋବର ମାସ ପ୍ରଥମ ସୋମବାର ଦିନ ୟୁନିୟନ୍‌ ଇଣ୍ଟରନ୍ୟାସନାଲ୍‌ ଡେସ୍‌ ଆର୍କିଟେକ୍‌ସ ଆନୁକୂଲ୍ୟରେ ୨୦୦୫ ମସିହାରୁ ଏହି ଦିନ ପାଳିତ ହେଉଛି। ସ୍ଥପତି ଓ ସ୍ଥାପତ୍ୟ ସମ୍ପର୍କରେ ଚିନ୍ତା କରିବା ଏବଂ ଏହାର ବିକାଶ ଦିଗରେ ପ୍ରୟାସ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ।

ବହୁ ପୁରାତନ କାଳରୁ ସ୍ଥାପତ୍ୟ ବା ନିର୍ମାଣ କଳାକୁ ଗୁରୁତ୍ବ ଦିଆ ହୋଇଆସୁଛି। ପ୍ରାଚୀନ ସ୍ଥାପତ୍ୟ କଳା ବି ଆଧୁନିକ କଳା ତୁଳନାରେ କିଛି କମ୍‌ ନୁହେଁ। ଏହାର ଅନେକ ଦୃଷ୍ଟାନ୍ତ ମଧ୍ୟ ରହିଛି।

ଯେମିତିକି ଗିଜାର ପିରାମିଡ୍‌,ଭାରତର ଚାନ୍ଦ ବାଓରୀ, ଚାଇନାର ସୁଦୀର୍ଘ ପ୍ରାଚୀର, ଗ୍ରିସ୍‌ର ପ୍ରାର୍ଥେନନ୍‌ ଆଦି ଏହି କଳାର ଅଂଶବିଶେଷ।

Comments are closed.