ପୁରୀ : ପୁରୀରେ ବଦଳିଲା ଟିକାକରଣ କେନ୍ଦ୍ର । ଆସନ୍ତାକାଲି ଠାରୁ ଅର୍ବାନ ପ୍ରାଇମେରୀ ହେଲଥ ସେଣ୍ଟରରେ ହେବ ନାହିଁ ଟିକାକରଣ । ଏହା ବଦଳରେ ଆଉ କିଛି ସ୍ଥାନକୁ ଚିହ୍ନଟ କରାଯାଇଛି । ଟିକାକରଣ ପାଇଁ ଚିହ୍ନଟ ହୋଇଥିବା ସ୍ଥାନ ଗୁଡିକ ହେଲା, ଷ୍ଟେସନ୍ ରୋଡ୍ ସ୍ଥିତ ଜିଲ୍ଲା ସ୍କୁଲ, ଡାଇମଣ୍ଡ ରୋଡ୍ ସ୍ଥିତ ବେଟ୍ରିକ ସ୍କୁଲ, ଲୋକନାଥ ରୋଡ୍ ସ୍ଥିତ ଗଦାଧର ସ୍କୁଲ, ଭିଆଇପି ରୋଡ୍ ସ୍ଥିତ କନଭେଟ୍ ସ୍କୁଲ, ଗ୍ରାଣ୍ଡ ରୋଡରେ ଥିବା ବଳଗଣ୍ଡି ସ୍କୁଲ, ଭୋଳାନାଥ ସ୍କୁଲ ଓ ପୁରୀ ମ୍ୟୁନିସିପାଲିଟିରେ ଟିକାକରଣ ଅଭିଯାନ ଜାରି ରହିବ । ଆସନ୍ତାକାଲି ସକାଳ ୮ଟାରୁ ଦିନ ୧୨ଟା ଓ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟ ଚାଲିବ ।
BREAKING NEWS
- ଭବିଷ୍ୟତ ଯୁଦ୍ଧରେ, ଲଢ଼ୁଆ ବିମାନ ସଂଖ୍ୟା ନୁହେଁ, ପ୍ରଯୁକ୍ତିବିଦ୍ୟା ଗୁରୁତ୍ୱପୂର୍ଣ୍ଣ ହେବ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ
- ମୁମ୍ବାଇରେ ହାଇ ଆଲର୍ଟ: ବିଗ୍ ବି’ଙ୍କ ବଙ୍ଗଳା ସମେତ ମୁମ୍ବାଇର ଏକାଧିକ ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ
- ବାଣଫୁଟା ସପକ୍ଷରେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗୱତଙ୍କ ଯୁକ୍ତି: ‘ଏହା ବାତାବରଣକୁ ଶୁଦ୍ଧ କରିଥାଏ’
- Ramayan Backlash: କୈକେୟୀଙ୍କ କଷ୍ଟ୍ୟୁମ ଉପରେ ଟିପ୍ପଣୀ, ମୁହଁ ଖୋଲିଲେ ଲାରା
- ମଶା ଧୂଆଁ ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ବ୍ୟକ୍ତିଙ୍କ ଜୀବନ
- ‘Pay Rs 7Crore’: ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଝିଅକୁ ହତ୍ୟା ଧମକ୍ ମାମଲା, ପୋଲିସ ହାତରେ କଲ୍ ରେକର୍ଡ ଓ ମେସେଜ୍
- ସିବିଏସ୍ଇ ଜାତୀୟ ଜିମ୍ନାଷ୍ଟିକ୍ସ ଚାମ୍ପିୟନସିପରେ ଓଡ଼ିଶାର ଜିମ୍ନାଷ୍ଟମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ;୪ ସ୍ୱର୍ଣ୍ଣ ପଦକ ସହ…
- Ganjam Flood Crisis: ଗଞ୍ଜାମ ବନ୍ୟାକୁ ନେଇ ବଢ଼ୁଛି ବିବାଦ, ‘କାହିଁକି ନିରବ ମୁଖ୍ୟମନ୍ତ୍ରୀ?’ ପ୍ରଶ୍ନ କଲେ ପିସିସି ସଭାପତି, କହିଲେ ବିଜେପିର ଏଟା ପୁରୁଣା ଅଭ୍ୟାସ…
- Nov. 13 ‘Doomsday’: ରାତି ପାହିଲେ ଶେଷ ହୋଇଯିବ ଦୁନିଆ? କାହିଁକି ଚର୍ଚ୍ଚାରେ ନଭେମ୍ବର ୧୩? ଜାଣନ୍ତୁ ୧୯୬୦ର ସେହି ଗବେଷଣା ପଛର ସେ ସତ…
- ରାଉରକେଲା ରାଜନୀତିକୁ ବଡ ଝଟ୍କା, ଆଉ ନିର୍ବାଚନ ଲଢିବେନି ସାରଦା ପ୍ରସାଦ ନାୟକ
Comments are closed.